Nachruf-Poster Bearbeiten

Result
Reference
Prompt

A decorative obituary poster with same elegant gold frame border and lit oil lamp design, with all text replaced by the following Odia script text in clear, readable fonts: || ॐ ଗଙ୍ଗା || ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ । ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।। ମହାଶୟ / ମହାଶୟା, ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଆମର ପୂଜନୀୟା ମାତୃଦେବୀ ସ୍ୱର୍ଗତ ଶାନ୍ତିଲତା ସ୍ୱାଇଁ ତା: ୦୧.୦୯.୨୦୨୬ ରିଖ (ମଙ୍ଗଳବାର) ସନ୍ଧ୍ୟା ୦୫:୩୦ ମିନିଟ୍‌ରେ ଆମ୍ଭମାନଙ୍କୁ ଶୋକସାଗରରେ ଭସାଇ ଦେଇ ଇହଲୀଳା ସଂବରଣ କରିଛନ୍ତି। ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ଆମର ବାଲିଗୋରଡ଼ ସ୍ଥିତ ବାସଭବନରେ କ୍ରିୟାକର୍ମ ଅନୁଷ୍ଠିତ ହେବ। || କାର୍ଯ୍ୟସୂଚୀ || ଦଶାହ କର୍ମ: ତା: ୧୦.୦୯.୨୦୨୬ (ଗୁରୁବାର) ଏକାଦଶାହ: ତା: ୧୧.୦୯.୨୦୨୬ (ଶୁକ୍ରବାର) ବ୍ରାହ୍ମଣ ଭୋଜନ: ଦିବା ୧୨:୦୦ ପଂକ୍ତି ଭୋଜନ: ଦିବା ୦୧:୦୦ ସ୍ଥାନ: ବାଲିଗୋରଡ କଲ୍ୟାଣ ମଣ୍ଡପ || ଇତି || ଆପଣଙ୍କ ଅପେକ୍ଷାରେ: ମଳୟ କୁମାର ସ୍ୱାଇଁ, ଦୀପ୍ତି ରଞ୍ଜନ ସ୍ୱାଇଁ, ଚିତ୍ତ ରଞ୍ଜନ ସ୍ୱାଇଁ ଏବଂ ସମସ୍ତ ବନ୍ଧୁ ଓ ସ୍ବାଇଁ ପରିବାରବର୍ଗ

Kostenlos Testen

Mehr davon